ରାମଲଲାଙ୍କୁ ଦାନ କଲେ କ୍ୱିଣ୍ଟାଲେ ସୁନା

ଅମ୍ବାନୀ ଓ ଆଦାନୀଙ୍କୁ ବି ପଛରେ ପକାଇଦେଲା ଜଣେ ଭକ୍ତଙ୍କ ଦାନ

Manoj Swain
  • Published: Tuesday, 23 January 2024
  • Updated: 23 January 2024, 12:02 PM IST

Sports

Latest News

ଅମ୍ବାନୀ ଓ ଆଦାନୀଙ୍କୁ ବି ପଛରେ ପକାଇଦେଲା ଜଣେ ଭକ୍ତଙ୍କ ଦାନ। ଦେଶର ବଡ଼ ବଡ଼ କୋଟିପତି ଓ ଶିଳ୍ପପତିଙ୍କୁ ପଛରେ ପକାଇ ଯେତିକି ପରିମାଣର ଦାନ ଦେଇଛନ୍ତି ଶୁଣିଲେ ତାଜୁବ ହୋଇଯିବେ। ସମସ୍ତଙ୍କ ଦାନ ଠାରୁ ପଛରେ ପକାଇ 101 କଲୋ ସୁନା ଦାନ ଦେଇଛନ୍ତି ରାମଲାଲା ମନ୍ଦିରକୁ । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos