ଘରକୁ ଗଲେ ପୁଅ ପିଟିବ ଲୁଚିକି କାନ୍ଦୁଛନ୍ତି ବାପା ମା\' | Odisha Reporter
Advertisment
ଆଜି ବି ଅବହେଳିତ ବାପା-ମା'। ୫ପୁଅ ଝିଅ ଥାଇ ବି ବୃଦ୍ଧ ବାପା-ମା' ଅବହେଳିତ। ପୁଅର ମାଡ଼ ଭୟରେ ମେଡିକାଲରେ ଦିନ କାଟୁଛନ୍ତି ବାପା-ମା'। ଭଦ୍ରକ ପୁରୁଣା ବଜାର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଘରକୁ ଗଲେ ପୁଅ ପୁଣି ପିଟିବ, ତେଣୁ ମେଡିକାଲରେ ରହିବାକୁ ଆମକୁ ଅନୁମତି ଦିଅ ବୋଲି ଗୁହାରୀ ହେଉଛନ୍ତି କାଳନ୍ଦୀ ଓ ନୟନା। ମାତ୍ର ମେଡିକାଲ କର୍ତ୍ତୃପକ୍ଷ ସେମାନଙ୍କ ଦୁଃଖ ନ ବୁଝିଲେ କ’ଣ କରିବେ ବୋଲି କୋହ ଭରା କଣ୍ଠରେ କହିଛନ୍ତି ନୟନା। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us