Advertisment

ମେଣ୍ଢା ମାଂସ ଖାଇଲେ ଦୁଆରୁ ଉଠିବ ଶବ

ଆଦିବାସୀଙ୍କ ପରମ୍ପରା ମୁତାବକ ମୃତକଙ୍କ ପରିବାର ଲୋକଙ୍କୁ ପଣ ଦେବାକୁ ହୁଏ।

Advertisment

ତିନି ଦିନ ଧରି ପଡ଼ି ରହିଲା ଶବ। ମେଣ୍ଢା ମାଂସ ଦେବାକୁ ମୃତକଙ୍କ ପୁଅ ପ୍ରତିଶ୍ରୁତି ଦେବା ପରେ ଉଠିଲା ଶବ। ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ଅଧୀନ ତେଲବିଲ୍ଲା ଗାଁରେ ଘଟିଛି ଏହି ଘଟଣା। ଗାଁର ସୋମବାରୀ ସିଂ ନାମକ ଜଣେ ୭୦ ବର୍ଷର ବୃଦ୍ଧାଙ୍କର ଗତ ଶନିବାର ମୃତ୍ୟୁ ଘଟିଥିଲା। କିନ୍ତୁ ଗାଁର କୌଣସି ଲୋକ ତାଙ୍କୁ କାନ୍ଧ ଦେବାକୁ ଆସିଲେ ନାହିଁ। କାରଣ ତାଙ୍କ ପୁଅ ପଣ ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ। ଆଦିବାସୀଙ୍କ ପରମ୍ପରା ମୁତାବକ ମୃତକଙ୍କ ପରିବାର ଲୋକଙ୍କୁ ପଣ ଦେବାକୁ ହୁଏ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Mayurbhanj Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe