ସବୁ ସାରିଦେଲା ଦନ୍ତା | Odisha Reporter
Advertisment
ବଢ଼ୁଛି ହାତୀଙ୍କ ଉପଦ୍ରବ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ରେ ଏବେ ୩୪ଟି ହାତୀ ଉପଦ୍ରବ କରୁଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜର ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଜାରୀ ରହିଛି । ୫ଦିନ ହବ ଝାରଖଣ୍ଡର ୨୩ଟି ହାତୀପୋଲ, ୧୦ରୁ ଅଧିକ ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିବା ସହିତ ଘରେ ଥିବା ଧାନ ଚାଉଳ ଖାଇ ଦେଇଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us