ଶିମିଳିପାଳରେ ହାତୀ ମୃତ୍ୟୁ

ପ୍ରାଥମିକ ତଦନ୍ତରୁ ହାତୀକୁ ଆନ୍ଥାକ୍ସ ହୋଇଥିବା ଅନୁମାନ କରାଯାଉଛି। ସେଥିପାଇଁ ମୃତ ହାତୀର ରକ୍ତ ନମୁନା ସଂଗ୍ରହ କରାଯାଇଛି। ରିପୋର୍ଟ ଆସିଥିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

Elephant

Representative Image

Manoranjan Sial
  • Published: Sunday, 17 December 2023
  • Updated: 17 December 2023, 05:43 PM IST

ଶିମିଳିପାଳ ଅଭୟାରଣ୍ୟରେ ହାତୀର ମୃତ୍ୟୁ ଘଟିଛି। ଅଭୟାରଣ୍ୟର କବାଟଘାଇ ଅଞ୍ଚଳରେ ଏହି ହାତୀର ମୃତ୍ୟୁ ହୋଇଛି। ମୃତ ହାତୀଟି ଏକ ମାଈ ହାତୀ ବୋଲି ଜଣାପଡିଛି।

Also Read

ବନ କର୍ମଚାରୀଙ୍କ କହିବା ଅନୁସାରେ ହାତୀଟି ଅନ୍ୟ ହାତୀଙ୍କ ସହ ଗୋଠରେ ବୁଲୁଥିଲା ଦେଖିବାକୁ ମିଳିଛିଲା। ତେବେ ଶନିବାର ହାତୀର ମୃତ୍ୟୁ କେମିତି ହେଲା, ତାହା ଜଣାପଡ଼ି ନାହିଁ। ବନ ବିଭାଗ ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story