Advertisment

ଶିମିଳିପାଳରେ ହାତୀ ମୃତ୍ୟୁ

ପ୍ରାଥମିକ ତଦନ୍ତରୁ ହାତୀକୁ ଆନ୍ଥାକ୍ସ ହୋଇଥିବା ଅନୁମାନ କରାଯାଉଛି। ସେଥିପାଇଁ ମୃତ ହାତୀର ରକ୍ତ ନମୁନା ସଂଗ୍ରହ କରାଯାଇଛି। ରିପୋର୍ଟ ଆସିଥିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

undefined

Elephant

Advertisment

ଶିମିଳିପାଳ ଅଭୟାରଣ୍ୟରେ ହାତୀର ମୃତ୍ୟୁ ଘଟିଛି। ଅଭୟାରଣ୍ୟର କବାଟଘାଇ ଅଞ୍ଚଳରେ ଏହି ହାତୀର ମୃତ୍ୟୁ ହୋଇଛି। ମୃତ ହାତୀଟି ଏକ ମାଈ ହାତୀ ବୋଲି ଜଣାପଡିଛି।

Advertisment

ବନ କର୍ମଚାରୀଙ୍କ କହିବା ଅନୁସାରେ ହାତୀଟି ଅନ୍ୟ ହାତୀଙ୍କ ସହ ଗୋଠରେ ବୁଲୁଥିଲା ଦେଖିବାକୁ ମିଳିଛିଲା। ତେବେ ଶନିବାର ହାତୀର ମୃତ୍ୟୁ କେମିତି ହେଲା, ତାହା ଜଣାପଡ଼ି ନାହିଁ। ବନ ବିଭାଗ ଘଟଣାର ତଦନ୍ତ ଚଳାଇଛି।

ପ୍ରାଥମିକ ତଦନ୍ତରୁ ହାତୀକୁ ଆନ୍ଥାକ୍ସ ହୋଇଥିବା ଅନୁମାନ କରାଯାଉଛି। ସେଥିପାଇଁ ମୃତ ହାତୀର ରକ୍ତ ନମୁନା ସଂଗ୍ରହ କରାଯାଇଛି। ରିପୋର୍ଟ ଆସିଥିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

Advertisment

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Elephant Death Similipal National Park
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe