ଟାଙ୍ଗୀ ରେଞ୍ଜରେ ହାତୀ ଆତଙ୍କ; ଲୋକେ ଭୟଭୀତ

୩୦ ଟିକିଆ ହାତୀପଲ ଆଜି (ବୁଧବାର) ସକାଳେ ଟାଙ୍ଗୀ ବ୍ଲକ୍ ଅଚ୍ୟୁତପୁର ରାସ୍ତା ପାର ହୋଇ ନିକଟସ୍ଥ ଜଙ୍ଗଲ ଭିତରକୁ ଯାଇଛନ୍ତି। ହାତୀପଲଙ୍କ ଉପରେ ନଜର ରଖି ଅନ୍ୟ ଜଙ୍ଗଲ ଆଡ଼କୁ ଘଉଡାଇ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Elephant herd crossing road

ଅଚ୍ୟୁତପୁର ରାସ୍ତା ପାର ହେଉଛନ୍ତି ହାତୀପଲ

Debadatta Aryashrestha
  • Published: Wednesday, 18 December 2024
  • Updated: 18 December 2024, 05:43 PM IST

Sports

Latest News

ଦିନକୁ ଦିନ ଖୋର୍ଦ୍ଧା ବନଖଣ୍ଡରେ ବଢୁଛି ହାତୀ ଉପଦ୍ରବ। ଟାଙ୍ଗୀ ରେଞ୍ଜରେ ୩୦ ଟିକିଆ ହାତୀପଲ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ହାତୀପଲଙ୍କ ଉତ୍ପାତରେ ସ୍ଥାନୀୟ ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି। ହେଲେ ବନ ବିଭାଗ ସାଜିଛି ନିଦାବିଷ୍ଣୁ। ତେବେ ଏହି ହାତୀପଲ ଆଜି (ବୁଧବାର) ସକାଳେ ଟାଙ୍ଗୀ ବ୍ଲକ୍ ଅଚ୍ୟୁତପୁର ରାସ୍ତା ପାର ହୋଇ ନିକଟସ୍ଥ ଜଙ୍ଗଲ ଭିତରକୁ ଯାଇଛନ୍ତି।

Also Read

ସ୍ଥାନୀୟ ଜଙ୍ଗଲ ଭିତରେ ହାତୀପଲ ରହିଥିବାରୁ ଅଚ୍ୟୁତପୁର ସମେତ କମାଗୁରୁ, ଛଣଗିରି, ଓଳସିଂହ, ଟାଙ୍କୋଳ, ସରପାରି ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଗତକାଲି ଟାଙ୍କୋଳ- ସରପାରି ରାସ୍ତାରେ ହାତିପଲ ରହିଥିବା ବେଳେ ଆଜି ଅଚ୍ୟୁତପୁରରେ ରାସ୍ତା ପାର ହେଉଥିବା ଘଟଣା ଭୟର ବାତାବରଣ ସୃଷ୍ଟି କରିଛି। ତେଣୁ ତୁରନ୍ତ ବନବିଭାଗ ଏହି ହାତୀପଲଙ୍କ ଉପରେ ନଜର ରଖିବା ସହିତ ସୁରକ୍ଷିତ ଭାବେ ଅନ୍ୟ ଜଙ୍ଗଲ ଆଡ଼କୁ ଘଉଡାଇ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story