ଡେବ୍ରିଗଡ଼ ଅଭୟାରଣ୍ୟରେ ଆଖି ବୁଜିଲା ଅସୁସ୍ଥ ହାତୀ

୧୯୯୮ ମସିହାରେ ଖରସେଲକୁ ଉଦ୍ଧାର କରାଯାଇ ଡେବ୍ରିଗଡ଼ ଅଭୟାରଣ୍ୟରେ ରଖାଯାଇଥିଲା।

Elephant Death

Representational image

Tapaswini Nayak
  • Published: Wednesday, 04 September 2024
  • Updated: 04 September 2024, 08:52 AM IST

Sports

Latest News

ସମ୍ବଲପୁର ଡେବ୍ରିଗଡ଼ ଅଭୟାରଣ୍ୟରେ ଥିବା ଅଣ୍ଡିରା ହାତୀ ଖାରସେଲର ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଓ ରୋଗ ଯୋଗୁ ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ଘଟିଥିବା ହୀରାକୁଦ ବନ୍ୟପ୍ରାଣୀ ଉପଖଣ୍ଡ ଡିଏଫଓ ଅଂଶୁପ୍ରଜ୍ଞା ଦାଶ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ହାତୀ ଖାରସେଲକୁ ୬୫ ବର୍ଷ ହୋଇଥିଲା ।

୧୯୯୮ ମସିହାରେ ଖରସେଲକୁ ଉଦ୍ଧାର କରାଯାଇଥିଲା। ପରେ ତାକୁ ଡେବ୍ରିଗଡ଼ ଅଭୟାରଣ୍ୟରେ ରଖାଯାଇଥିଲା।କିଛି ଦିନ ହେବ ସେ ଅସୁସ୍ଥ ହୋଇପଡ଼ିଥିଲା। ତାର ଚିକିତ୍ସା କରାଯାଉଥିଲା। ଗତକାଲି ସନ୍ଧ୍ୟାରେ ଖାରସେଲରର ମୃତ୍ୟୁ ଘଟିଥିଲା।

Also Read

ସୂଚନାଯୋଗ୍ୟ, ୨ ଦିନ ତଳେ ଭୁବନେଶ୍ୱର ସ୍ଥିତ ଚନ୍ଦକା ଗୋଡ଼ିବାରିରେ ଅସୁସ୍ଥ ହାତୀ ଛୁଆର ମୃତ୍ୟୁ ଘଟିଥିଲା। ମୃତ ହାତୀ ଛୁଆଟିର ବୟସ ପ୍ରାୟ ୩ବର୍ଷ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story