Advertisment

ସମ୍ବାଦ ଅଫିସରେ EOW ଟିମ୍

୩ଟି ଟିମ୍‌ରେ ୧୨ ଜଣ ଅଫିସର ଓ କମିଶନରେଟ୍‌ ପୁଲିସ ଏଥିରେ ସାମିଲ ଅଛନ୍ତି ।

author-image
Manoj Swain
ଅଦ୍ୟତନ ହୋଇଛି

ଆଜି ଭୁବନେଶ୍ୱର ରସୁଲଗଡ଼ ଶିଳ୍ପାଞ୍ଚଳରେ ଥିବା 'ସମ୍ବାଦ' ମୁଖ୍ୟ କାର୍ଯ୍ୟାଳୟରେ ଅର୍ଥନୈତିକ ଅପରାଧ ଶାଖା (EOW) ଟିମର ଚଢ଼ଉ। ୩ଟି ଟିମ୍‌ରେ ୧୨ ଜଣ ଅଫିସର ଓ କମିଶନରେଟ୍‌ ପୁଲିସ ଏଥିରେ ସାମିଲ ଅଛନ୍ତି । ଜଣେ ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ଚଢ଼ଉ ହୋଇଥିବା କୁହାଯାଉଛି। 

Advertisment
Odisha Soumya Ranjan Patnaik EOW