ଅଦ୍ୟତନ ହୋଇଛି
ସମ୍ୱାଦ ଭବନରେ EOWର ଚଢ଼ାଉ | Odisha Reporter
Advertisment
ଆଜି ଭୁବନେଶ୍ୱର ରସୁଲଗଡ଼ ଶିଳ୍ପାଞ୍ଚଳରେ ଥିବା 'ସମ୍ବାଦ' ମୁଖ୍ୟ କାର୍ଯ୍ୟାଳୟରେ ଅର୍ଥନୈତିକ ଅପରାଧ ଶାଖା (EOW) ଟିମର ଚଢ଼ଉ। ୩ଟି ଟିମ୍ରେ ୧୨ ଜଣ ଅଫିସର ଓ କମିଶନରେଟ୍ ପୁଲିସ ଏଥିରେ ସାମିଲ ଅଛନ୍ତି । ଜଣେ ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ଚଢ଼ଉ ହୋଇଥିବା କୁହାଯାଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us