Advertisment

ପିତାଙ୍କ ଋଣ ଶୁଝିବାକୁ ଅନାଥ ପୁଅଙ୍କୁ ସମନ

ବାପା ଓ ମାଆଙ୍କ ବିୟୋଗ ଦୁଃଖରୁ ବାହାରି ନୂଆ କରି ଦୁନିଆ ଦେଖିବାକୁ ଉଦ୍ୟମ କରୁଥିଲେ। ଠିକ୍‌ ସେହି ସମୟରେ ଅଜାଙ୍କ ଘରକୁ ଦୁଇ ନାତିଙ୍କ ନାଁରେ ଆସିଲା କୋର୍ଟ ନୋଟିସ୍‌।

Advertisment

ବାପା କରିଥିଲେ ଋଣ। ଏବେ ଦୁଇ ଅନାଥ ନାବାଳକ ପୁଅଙ୍କ ପାଖକୁ ଆସିଛି କୋର୍ଟ ନୋଟିସ୍‌। ଋଣ ଟଙ୍କା ସୁଝିବାକୁ କୁହାଯାଇଛି। ଏସ୍‌ବିଆଇ ପଠାଇଛି ଏହି ନୋଟିସ୍‌। ଅଜାଙ୍କ ଛାଇ ତଳେ ନୂଆକରି ଦୁନିଆ ଦେଖୁଥିବା ବେଳେ କୋର୍ଟଙ୍କର ଏହି ନୋଟିସ୍‌ ଦୁଇ କୁନି ଭାଇଙ୍କ ନିଦ ହଜାଇ ଦେଇଛି। ବରଗଡ଼ ଜିଲ୍ଲାରୁ ଆସିଛି ଏପରି ଖବର। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Balangir Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe