Advertisment

ପ୍ରେମିକ ସହ ଫେରାର ହେଲା ଝିଅ, ଶୁଦ୍ଧି ହୋଇଗଲେ ବାପା

ଝିଅ ପ୍ରେମ ବିବାହ କରିବାରୁ, ବଞ୍ଚିଥିବା ଝିଅର ଶ୍ରାଦ୍ଧ ଦେଲେ ବାପା ।

author-image
Manoj Swain

ଜିଇଁ ଥାଉଥାଉ ବଢିଲା ଝିଅ ପାଇଁ ପିଣ୍ଡଦାନ ଦେବାକୁ ପଛେଇଲେ ନାହିଁ ବାପା । ପ୍ରେମିକ ସହିତ ଘରୁ ଲୁଚି ଚାଲିଯିବାରୁ ପରିବାର ଲୋକେ ନେଲେ ଏପରି କଠୋର ନିଷ୍ପତି। ପାୟଲ ପରିବାର ଲୋକଙ୍କ ଆଖିରେ ଧୂଳିଦେଇ ଟ୍ୟୁସନ ମାଷ୍ଟର ସହିତ ଫେରାର ହୋଇଯାଇଥିଲେ । କିନ୍ତୁ ଏହା ଭିତରେ ଫେରାର ଝିଅ ପାୟଲ ପୁଲିସ ପାଖକୁ ଏକ ଭିଡିଓ ବୟାନ ପଠାଇବା ପରେ ଘଟଣାର ସମ୍ପୂର୍ଣ୍ଣ ମୋଡ଼ ବଦଳି ଯାଇଥିଲା । ଏହି ଅଭାବନୀୟ ଘଟଣାଟି କଟକ ଜିଲ୍ଳା ମାହାଙ୍ଗା ଅଞ୍ଚଳରେ ଘଟିଛି । 

Advertisment
Odisha Cuttack