ପ୍ରେମିକ ସହ ଫେରାର ହେଲା ଝିଅ, ଶୁଦ୍ଧି ହୋଇଗଲେ ବାପା

ଝିଅ ପ୍ରେମ ବିବାହ କରିବାରୁ, ବଞ୍ଚିଥିବା ଝିଅର ଶ୍ରାଦ୍ଧ ଦେଲେ ବାପା ।

Manoj Swain
  • Published: Monday, 13 November 2023
  • Updated: 13 November 2023, 11:49 AM IST

ଜିଇଁ ଥାଉଥାଉ ବଢିଲା ଝିଅ ପାଇଁ ପିଣ୍ଡଦାନ ଦେବାକୁ ପଛେଇଲେ ନାହିଁ ବାପା । ପ୍ରେମିକ ସହିତ ଘରୁ ଲୁଚି ଚାଲିଯିବାରୁ ପରିବାର ଲୋକେ ନେଲେ ଏପରି କଠୋର ନିଷ୍ପତି। ପାୟଲ ପରିବାର ଲୋକଙ୍କ ଆଖିରେ ଧୂଳିଦେଇ ଟ୍ୟୁସନ ମାଷ୍ଟର ସହିତ ଫେରାର ହୋଇଯାଇଥିଲେ । କିନ୍ତୁ ଏହା ଭିତରେ ଫେରାର ଝିଅ ପାୟଲ ପୁଲିସ ପାଖକୁ ଏକ ଭିଡିଓ ବୟାନ ପଠାଇବା ପରେ ଘଟଣାର ସମ୍ପୂର୍ଣ୍ଣ ମୋଡ଼ ବଦଳି ଯାଇଥିଲା । ଏହି ଅଭାବନୀୟ ଘଟଣାଟି କଟକ ଜିଲ୍ଳା ମାହାଙ୍ଗା ଅଞ୍ଚଳରେ ଘଟିଛି । 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos