Advertisment

ଏବେ ବି ବଞ୍ଚିଛି ଅନ୍ଧବିଶ୍ୱାସ

ଡାକ୍ତର ମୃତ ଘୋଷଣା କରିବା ପରେ ବି ଘରେ ପକାଇ ରଖିଥିଲେ ମୃତଦେହକୁ ।

author-image
Manoj Swain

ଏବେ ବି ବଞ୍ଚିଛି ଅନ୍ଧବିଶ୍ୱାସ । ଡାକ୍ତର ମୃତ ଘୋଷଣା କରିବା ପରେ ବି ଘରେ ପକାଇ ରଖିଥିଲେ ମୃତଦେହକୁ । । ଗୁଣିଆର ଉଦ୍ୟମ ଫେଲ ମାରିବାରୁ ୨୪ ଘଣ୍ଟା ପରେ ହେଲା ଶବଦାହ । ସମ୍ବଲପୁର ରେଢାଖୋଲର ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚା । 

Advertisment
Odisha Sambalpur