20 ଘଣ୍ଟା ପରେ କଣ ବଞ୍ଚିବ ମଲା ପୁଅ ? | Odisha Reporter
Advertisment
ଏବେ ବି ବଞ୍ଚିଛି ଅନ୍ଧବିଶ୍ୱାସ । ଡାକ୍ତର ମୃତ ଘୋଷଣା କରିବା ପରେ ବି ଘରେ ପକାଇ ରଖିଥିଲେ ମୃତଦେହକୁ । । ଗୁଣିଆର ଉଦ୍ୟମ ଫେଲ ମାରିବାରୁ ୨୪ ଘଣ୍ଟା ପରେ ହେଲା ଶବଦାହ । ସମ୍ବଲପୁର ରେଢାଖୋଲର ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us