ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ହେଲେ ଅଭିଯୋଗ କରିବାର ମାସେ ପୁରି ଯାଇଥିଲେ ବି ପୁଲିସ କୌଣସି ପଦକ୍ଷେପ ନେଇ ନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

 missing youth PhotoOR

ନିଖୋଦ ଯୁବକ ପ୍ରମୋଦ ପାଣିଗ୍ରାହୀ

Biswajit Samal
  • Published: Thursday, 28 March 2024
  • Updated: 28 March 2024, 07:29 PM IST

ମାସେ ହେବ ଦିବ୍ୟାଙ୍ଗ ଯୁବକଙ୍କର ପତାମିଳୁନାହିଁ। ପୁଲିସକୁ ଅଭିଯୋଗ କଲେବି ଫଳ ସୁନ। ଯାହା ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକ। ଏଭଳି ଘଟଣା ଘଟିଛି ବଲାଙ୍ଗାରି ଜିଲ୍ଲା ବଙ୍ଗୋମୁଣ୍ଡା ଗାଁରେ।

ବଙ୍ଗୋମୁଣ୍ଡା ଗାଁର ଦିବ୍ୟାଙ୍ଗ ଯୁବକ ପ୍ରମୋଦ ପାଣିଗ୍ରାହୀ (୨୮)। ସେ ଜନ୍ମରୁ ଶୁଣିପାରନ୍ତି ନାହିଁ ଓ କହି ପାରନ୍ତି ନାହିଁ। ଫେବୃଆରୀ ୨୬ ତାରିଖ ସକାଳୁ ଗାଁରେ ବୁଲୁଥିଲେ ପ୍ରମୋଦ। ବୁଲୁବୁଲୁ ନିକଟରେ ଥିବା ବସ ଷ୍ଟାଣ୍ଡକୁ ପଳାଇ ଯାଇଥିଲେ। ଅଭିଯୋଗ ଅନୁସାରେ ଶେଷ ଥର ପାଇଁ ଗାଁ ଲୋକ ବସଷ୍ଟାଣ୍ଡରେ ଦେଖି ଥିଲେ। ଆଉ ତାପରେ ନିଖୋଜ ହୋଇ ଯାଇଥିଲେ ପ୍ରମୋଦ। ଏଖବର ପରିବାର ଲୋକେ ଶୁଣିବା ପରେ ବହୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ପତା ମିଳି ନଥିଲା। ଉପାୟ ଶୁନ୍ୟ ହୋଇ ପରିବାର ଲୋକ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Also Read

ହେଲେ ଅଭିଯୋଗ କରିବାର ମାସେ ପୁରି ଯାଇଥିଲେ ବି ପୁଲିସ କୌଣସି ପଦକ୍ଷେପ ନେଇ ନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ତେଣୁ ଆଜି ବାଧ୍ୟହୋଇ ପରିବାର ଲୋକ ବଲାଙ୍ଗିର ଏସପିଙ୍କ ଦ୍ୱାରସ୍ତ ହୋଇଥିଲେ। ଏସପି ନିଖୋଜ ଯୁବଙ୍କ ସମ୍ପର୍କରେ ସବୁ ସୁଣିବା ପରେ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story