Advertisment

ଲାଞ୍ଚୁଆ ପୁଲିସର ରଙ୍ଗ ଛାଡ଼ିଗଲା !

ନୋଟିସ୍‌ ଦେବାକୁ ଯାଇ ଚାଷୀଙ୍କୁ ଟଙ୍କା ମାଗିଲେ। କହିଲେ, ଖରାରେ ଆସୁଛି, ତେଲ ପାଣି ବାବକୁ ୨୦୦ରୁ ୩୦୦ ଟଙ୍କା ଦିଅ।

author-image
Manoj Swain

ଧନ୍ୟ ଆମ ପୁଲିସ୍‌ ବ୍ୟବସ୍ଥା! ନୋଟିସ୍‌ ଦେବାକୁ ଯାଇ ଚାଷୀଙ୍କୁ ଟଙ୍କା ମାଗିଲେ। କହିଲେ, ଖରାରେ ଆସୁଛି, ତେଲ ପାଣି ବାବକୁ ୨୦୦ରୁ ୩୦୦ ଟଙ୍କା ଦିଅ। ପୁଲିସ୍‌ଙ୍କ ନାଲି ଆଖି ଦେଖି କେତେକ ଚାଷୀ ଟଙ୍କା ଦେଇଥିଲେ। ଆଉ କିଛି ଚାଷୀ ଟଙ୍କା ଦେବା ପରିବର୍ତ୍ତେ ପ୍ରତିବାଦ କରିଥିଲେ। 

Advertisment
Odisha Police