ଲାଞ୍ଚୁଆ ପୋଲିସର ରଙ୍ଗ ଛାଡ଼ିଗଲା ! | Odisha Reporter
Advertisment
ଧନ୍ୟ ଆମ ପୁଲିସ୍ ବ୍ୟବସ୍ଥା! ନୋଟିସ୍ ଦେବାକୁ ଯାଇ ଚାଷୀଙ୍କୁ ଟଙ୍କା ମାଗିଲେ। କହିଲେ, ଖରାରେ ଆସୁଛି, ତେଲ ପାଣି ବାବକୁ ୨୦୦ରୁ ୩୦୦ ଟଙ୍କା ଦିଅ। ପୁଲିସ୍ଙ୍କ ନାଲି ଆଖି ଦେଖି କେତେକ ଚାଷୀ ଟଙ୍କା ଦେଇଥିଲେ। ଆଉ କିଛି ଚାଷୀ ଟଙ୍କା ଦେବା ପରିବର୍ତ୍ତେ ପ୍ରତିବାଦ କରିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us