ରାଜ୍ୟପାଳଙ୍କ ପାଖରେ କି ଅଭିଯୋଗ କଲେ ଚାଷୀ ?| Odisha Reporter
ସମ୍ବଲପୁର ଗସ୍ତରେ ମହାମହିମ ରାଜ୍ୟପାଳ ରଘୁବର ଦାସ। ସେଠାରେ ଚାଷୀଙ୍କ ଅଭିଯୋଗ ଶୁଣିଛନ୍ତି ରାଜ୍ୟପାଳ। ରାଜ୍ୟରେ ଧାନ ମଣ୍ଡିରେ ଚାଲିଥିବା ଅବ୍ୟବସ୍ଥାକୁ ନେଇ ରାଜ୍ୟପାଳଙ୍କୁ ଗୁହାରୀ କରିଛନ୍ତି ଚାଷୀ। ସେହିଭଳି ରାଜ୍ୟରେ କିଭଳି ଧାନର ଅଭାବୀ ବିକ୍ରି ହେଉଛି ସେନେଇ ରାଜ୍ୟପାଳଙ୍କୁ ଅବଗତ କରିଛନ୍ତି ଚାଷୀ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
