Advertisment

ନଳକୂପ ଲୋନ୍‌ ପାଇଁ ବ୍ୟାଙ୍କରେ ପ୍ରବଳ ଭିଡ଼

ଡିପ୍ ବୋରୱେଲ ଯୋଜନାରେ ରିହାତିରେ ଗଭୀର ନଳକୂପ ଖନନ ପାଇଁ ଆବେଦନର ଶେଷ ତାରିଖ ଆସନ୍ତା ୧୬ ତାରିଖ ରହିଛି ।

author-image
Manoj Swain

ସମ୍ବଲପୁର ୟୁନିୟନ ବ୍ୟାଙ୍କ ଆଗରେ ଚାଷୀଙ୍କ ଲମ୍ବା ଲାଇନ। ଡିପ୍ ବୋରୱେଲ ଯୋଜନାରେ ରିହାତିରେ ଗଭୀର ନଳକୂପ ଖନନ ପାଇଁ ଆବେଦନର ଶେଷ ତାରିଖ ଆସନ୍ତା ୧୬ ତାରିଖ ରହିଛି । ତେବେ ଆଉ ମାତ୍ର ଅଳ୍ପ ଦିନ ସମୟ ଥିବାରୁ ୟୁନିୟନ ବ୍ୟାଙ୍କ ଆଗରେ ଆବେଦନକାରୀଙ୍କର ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। 

Advertisment
Odisha Sambalpur