ଚାଷୀଙ୍କ `ଦାନା’ ଛଡେଇନେଲା | Odisha Reporter
ତାଣ୍ତବ ରଚିଗଲା ବାତ୍ୟା ଦାନା। ଭଦ୍ରକ ଜିଲ୍ଲା ବାସୁଦେପୁର ନୂଆଗାଁ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଧାନଠାରୁ ଆରମ୍ଭ କରି ପନିପରିବା ଚାଷ ନଷ୍ଟ ହୋଇଛି। ଦାନା ସେମାନଙ୍କର ବର୍ଷକର ଦାନା ଛଡ଼ାଇ ନେଇଛି ବୋଲି କହିଛନ୍ତି ସ୍ଥାନୀୟ ଚାଷୀମାନେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
