Advertisment

‘ଦାନା’ ଛଡ଼ାଇନେଲା ‘ଦାନା’

ଧାନଠାରୁ ଆରମ୍ଭ କରି ପନିପରିବା ଚାଷ ନଷ୍ଟ ହୋଇଛି।

Advertisment

ତାଣ୍ତବ ରଚିଗଲା ବାତ୍ୟା ଦାନା। ଭଦ୍ରକ ଜିଲ୍ଲା ବାସୁଦେପୁର ନୂଆଗାଁ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଧାନଠାରୁ ଆରମ୍ଭ କରି ପନିପରିବା ଚାଷ ନଷ୍ଟ ହୋଇଛି। ଦାନା ସେମାନଙ୍କର ବର୍ଷକର ଦାନା ଛଡ଼ାଇ ନେଇଛି ବୋଲି କହିଛନ୍ତି ସ୍ଥାନୀୟ ଚାଷୀମାନେ। 

Advertisment
Cyclone Dana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe