Advertisment

ଗାଡ଼ିରେ ଏକାଧିକ ଫାସ୍‌ଟ୍ୟାଗ୍‌ ଲାଗିଥିଲେ ସାବଧାନ!

ଏମିତିକି ଗୋଟିଏ ଫାସ୍‌ଟ୍ୟାଗ୍‌ ଏକାଧିକ ଗାଡ଼ିରେ ବ୍ୟବହାର କରାଯାଇ ପାରିବନି। ପ୍ରତି ଗାଡ଼ି ପାଇଁ ରହିବ ଗୋଟିଏ ମାତ୍ର ଫାସ୍‌ଟ୍ୟାଗ୍‌।

Advertisment

ଗାଡ଼ିରେ ଏକାଧିକ ଫାସ୍‌ଟ୍ୟାଗ୍‌ ଲାଗିଥିଲେ ସାବଧାନ! ଗୋଟିଏକୁ ଛାଡ଼ି ଜାନୁଆରୀ ୩୧ ପରେ ବ୍ଲାକଲିଷ୍ଟ ହୋଇଯିବ ଅନ୍ୟ ସବୁ ଫାସ୍‌ଟ୍ୟାଗ୍‌। କାରଣ ଗୋଟିଏ ଗାଡ଼ିରେ ଲାଗିପାରିବନି ଏକାଧିକ ଫାସ୍‌ଟ୍ୟାଗ୍‌। ଏମିତିକି ଗୋଟିଏ ଫାସ୍‌ଟ୍ୟାଗ୍‌ ଏକାଧିକ ଗାଡ଼ିରେ ବ୍ୟବହାର କରାଯାଇ ପାରିବନି। ପ୍ରତି ଗାଡ଼ି ପାଇଁ ରହିବ ଗୋଟିଏ ମାତ୍ର ଫାସ୍‌ଟ୍ୟାଗ୍‌। ଏଥିପାଇଁ ‘ୱାନ ଭେଇକିଲ ୱାନ ଫାସ୍‌ଟ୍ୟାଗ୍‌’ ଅଭିଯାନ ଆରମ୍ଭ କରିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI)। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
NHAI Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe