ହାତରେ କାଠ, ଜୁଇରେ ଶବ । ନା ଶ୍ମଶାନରୁ ନିଆଁ ଲିଭୁଛି । ନା କୋକେଇର ସଂଖ୍ୟା କମୁଛି । ଲକ୍ଷ୍ମୀ ହାତରେ ଶବ ପୋଡା ବାଉଁଶ ଖଣ୍ଡେ । ଆଉ ଗୋଟେ ପରେ ଗୋଟେ ମୁର୍ଦ୍ଦାର ସତ୍କାର କରିଚାଲିଛି ଲକ୍ଷ୍ମୀ । ନାରୀ କର୍ତ୍ତବ୍ୟପଥ କଣ୍ଟକିତ ହେଲେବି ସେ କରେ ତାକୁ ସହର୍ଷ ସ୍ୱୀକାର, କରିପାରେ ବି ତାକୁ ଶ୍ରେୟସ୍କର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
‘ରାଜଧାନୀର ୧୦ଟି ସ୍ଥାନରେ ହେବ ରାବଣପୋଡ଼ି’
ସମସ୍ତ ସ୍ଥାନରେ ଅଗ୍ନିଶମ ବାହିନୀ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
Miscellaneous
ଫୁଡ୍ ଷ୍ଟଲରେ ଚଢ଼ାଉ କଲା ବିଏମସି; ନଷ୍ଟକଲା ବାସି ଖାଦ୍ୟ
ପୂଜାମଣ୍ଡପ ପରିସରରେ ପଡ଼ିଥିବା ମୀନା ବଜାରରେ ବାସି ଖାଦ୍ୟ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା।