ମୁର୍ଦ୍ଦାରକୁ ଆଦରୁ କରୁଥିବା ମଣିଷ ଲକ୍ଷ୍ମୀ| Odisha Reporter
Advertisment
ହାତରେ କାଠ, ଜୁଇରେ ଶବ । ନା ଶ୍ମଶାନରୁ ନିଆଁ ଲିଭୁଛି । ନା କୋକେଇର ସଂଖ୍ୟା କମୁଛି । ଲକ୍ଷ୍ମୀ ହାତରେ ଶବ ପୋଡା ବାଉଁଶ ଖଣ୍ଡେ । ଆଉ ଗୋଟେ ପରେ ଗୋଟେ ମୁର୍ଦ୍ଦାର ସତ୍କାର କରିଚାଲିଛି ଲକ୍ଷ୍ମୀ । ନାରୀ କର୍ତ୍ତବ୍ୟପଥ କଣ୍ଟକିତ ହେଲେବି ସେ କରେ ତାକୁ ସହର୍ଷ ସ୍ୱୀକାର, କରିପାରେ ବି ତାକୁ ଶ୍ରେୟସ୍କର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us