ଚଢ଼ା ଦରରେ ବିକ୍ରି ହେଉଛି ସାର, ଚିନ୍ତାରେ ବରଗଡ଼ ଚାଷୀ

କୃଷି ବିଭାଗ ଓ ସାର ଡିଲରଙ୍କ ଭିତରେ ଚାଲିଛି କି ମଧୁ ଚନ୍ଦ୍ରିକା ? ଚଢ଼ା ଦରରେ ସାର ବିକ୍ରି କଲେ କିଏ ହେଉଛନ୍ତି ଲାଭବାନ ? ହେଲେ ସାର ମିଳୁନଥିବାରୁ ବରଗଡ଼ ଜିଲ୍ଲା ଚାଷୀଙ୍କ ଟେନସନ୍ ବଢ଼ିଛି।

Manoj Swain
  • Published: Sunday, 11 August 2024
  • Updated: 11 August 2024, 06:47 PM IST

Sports

Latest News

ଚାଷୀ ଚାଷ କଲେ ପେଟରେ ଦାନା ଗଣ୍ଡେ ପଡ଼ିବ, ଚାଷୀ ଭାଇଙ୍କୁ ହଇରାଣ କଲେ ଓଡ଼ିଶା ଭୋକିଲା ରହିବ । କୃଷି ବିଭାଗ ଓ ସାର ଡିଲରଙ୍କ ଭିତରେ ଚାଲିଛି କି ମଧୁ ଚନ୍ଦ୍ରିକା ? ଚଢ଼ା ଦରରେ ସାର ବିକ୍ରି କଲେ କିଏ ହେଉଛନ୍ତି ଲାଭବାନ ? ହେଲେ ସାର ମିଳୁନଥିବାରୁ ବରଗଡ଼ ଜିଲ୍ଲା ଚାଷୀଙ୍କ ଟେନସନ୍ ବଢ଼ିଛି। ଯେଉଁ ସାର ବିକ୍ରେତାଙ୍କ ପାଖରେ ରହିଛି ସେମାନେ ଚାଷୀଙ୍କୁ ଚଢା ଦରରେ ସାର ବିକ୍ରୟ କରୁଥିବା ଅଭିଯୋଗ ହୋଇଛି । ଦେଖନ୍ତୁ ପୂରା ରିପୋର୍ଟ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos