ଚାଷୀ କାନ୍ଦିଲେ, ଓଡ଼ିଶା କାନ୍ଦିବ | Odisha Reporter
Advertisment
ଚାଷୀ ଚାଷ କଲେ ପେଟରେ ଦାନା ଗଣ୍ଡେ ପଡ଼ିବ, ଚାଷୀ ଭାଇଙ୍କୁ ହଇରାଣ କଲେ ଓଡ଼ିଶା ଭୋକିଲା ରହିବ । କୃଷି ବିଭାଗ ଓ ସାର ଡିଲରଙ୍କ ଭିତରେ ଚାଲିଛି କି ମଧୁ ଚନ୍ଦ୍ରିକା ? ଚଢ଼ା ଦରରେ ସାର ବିକ୍ରି କଲେ କିଏ ହେଉଛନ୍ତି ଲାଭବାନ ? ହେଲେ ସାର ମିଳୁନଥିବାରୁ ବରଗଡ଼ ଜିଲ୍ଲା ଚାଷୀଙ୍କ ଟେନସନ୍ ବଢ଼ିଛି। ଯେଉଁ ସାର ବିକ୍ରେତାଙ୍କ ପାଖରେ ରହିଛି ସେମାନେ ଚାଷୀଙ୍କୁ ଚଢା ଦରରେ ସାର ବିକ୍ରୟ କରୁଥିବା ଅଭିଯୋଗ ହୋଇଛି । ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us