ରାଜଧାନୀରେ ରାଜାଙ୍କ କାର୍ | Odisha Reporter
ଭୁବନେଶ୍ୱରରେ ଆୟୋଜିତ ହୋଇଛି ଓଡ଼ିଶାର ପ୍ରଥମ ଭିଣ୍ଟେଜ ଓ କ୍ଲାସିକ କାର୍ ପ୍ରଦର୍ଶନୀ ।୧୫ କି ୨୦ ବର୍ଷ ତଳର ନୁହେଁ, ଶତାଧିକ ବର୍ଷର ପୁରୁଣା ଗାଡି ବି ସେଠି ଦେଖିବାକୁ ମିଳିଛି। ୫୨ଟି କାରକୁ ନେଇ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଛି ଓଡ଼ଶାର ପ୍ରଥମ ଭିଣ୍ଟେଜ୍ ଓ କ୍ଲାସିକ୍ କାର୍ ପ୍ରଦର୍ଶନୀ, ଯାହାର ନାଁ ଓଡ଼ିଶା କଙ୍କୋର୍ ଡେଲିଗାନ୍ସ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
