Advertisment

ରାଜଧାନୀରେ ରାଜାଙ୍କ କାର୍

ଭୁବନେଶ୍ୱରରେ ଆୟୋଜିତ ହୋଇଛି ଓଡ଼ିଶାର ପ୍ରଥମ ଭିଣ୍ଟେଜ ଓ କ୍ଲାସିକ କାର୍ ପ୍ରଦର୍ଶନୀ ।

Advertisment

ଭୁବନେଶ୍ୱରରେ ଆୟୋଜିତ ହୋଇଛି ଓଡ଼ିଶାର ପ୍ରଥମ ଭିଣ୍ଟେଜ ଓ କ୍ଲାସିକ କାର୍ ପ୍ରଦର୍ଶନୀ ।୧୫ କି ୨୦ ବର୍ଷ ତଳର ନୁହେଁ, ଶତାଧିକ ବର୍ଷର ପୁରୁଣା ଗାଡି ବି ସେଠି ଦେଖିବାକୁ ମିଳିଛି। ୫୨ଟି କାରକୁ ନେଇ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଛି ଓଡ଼ଶାର ପ୍ରଥମ ଭିଣ୍ଟେଜ୍ ଓ କ୍ଲାସିକ୍ କାର୍ ପ୍ରଦର୍ଶନୀ, ଯାହାର ନାଁ ଓଡ଼ିଶା କଙ୍କୋର୍ ଡେଲିଗାନ୍ସ।

Advertisment
Odisha Bhubaneswar Vintage Car
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe