Advertisment

୨୫ ଲକ୍ଷର ତେଲିଆ ମାଛ

ପାରାଦୀପ ସମୁଦ୍ରରୁ ଧରା ହେଲା ବିରଳ ମୂଲ୍ୟବାନ ତେଲିଆ ମାଛ। ଧରାଯାଇଥିବା ୧୭ଟି ମାଛକୁ ୨୫ ଲକ୍ଷ ଟଙ୍କାରେ ନିଲାମ ହୋଇଛି।

author-image
Manoj Swain

ପାରାଦୀପ ସମୁଦ୍ରରୁ ଧରା ହେଲା ବିରଳ ମୂଲ୍ୟବାନ ତେଲିଆ ମାଛ। ଧରାଯାଇଥିବା ୧୭ଟି ମାଛକୁ ୨୫ ଲକ୍ଷ ଟଙ୍କାରେ ନିଲାମ ହୋଇଛି। ଯାହାର ଓଜନ ୩ କ୍ଵିଣ୍ଟାଲରୁ ଅଧିକ ରହିଛି।

Advertisment
Odisha Telia Fish Paradeep