ଭଦ୍ରକ ଜିଲ୍ଲା ଚାନ୍ଦବାଲି ଧାମରା ମୁହାଣ ଚନ୍ଦିନୀ ପାଳରେ ଜାଲରେ ପଡ଼ିଲେ ଦାମୀ ସୋଲପାଟିଆ ମାଛ । ଏହି ମାଛର କିଲୋ ୮ହଜାର ୭ ଶହ ଟଙ୍କା ରହିଛି । ଏହାକୁ ଦେଖିବାକୁ ଧାମରା ମୁହାଣରେ ବେଶ୍ ଭିଡ଼ ଜମିଥିଲା ।
ମତ୍ସ୍ୟଜୀବୀମାନେ ଗତ ସୋମବାର ଧାମରାର ଗଭୀର ସମୁଦ୍ରରୁ ଯାଇଥିବା ବେଳେ ଏହି ବିରଳ ପ୍ରଜାତିର ମାଛ ସେମାନଙ୍କ ଜାଲରେ ପଡ଼ିଥିଲା। ଏକକାଳୀନ ପ୍ରାୟ ୭ଟି ସୋଲପାଟିଆ ମାଛ ଜାଲରେ ପଡ଼ିଥିଲେ।
Also Read
ଏହି ମାଛର ଔଷଧୀୟ ଗୁଣ ଥିବା ବେଳେ ଏହାକୁ ନିଲାମ ଧରିବା ପାଇଁ ଲୋକଙ୍କ ଭିଡ ଜମିଥିଲା । ଶେଷରେ କୋଲକାତାର ଜଣେ ବ୍ୟବସାୟୀ ଏହି ବିରଳ ପ୍ରଜାତି ମାଛ ନିଲାମ ଧରିଥିଲେ । ସେ ସମୁଦାୟ ୧ଲକ୍ଷ ୮ ହଜାର ୪ଶହ ଟଙ୍କାରେ ଏହି ୭ଟି ମାଛକୁ କିଣିଥିଲେ। ଏହାପରେ ସେ ଏହି ମାଛକୁ ଚେନ୍ନାଇର ଏକ ମେଡିସିନ୍ କମ୍ପାନୀକୁ ବିକ୍ରି କରିଥିବା ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।
Miscellaneous
ଘଟଣା ସଂପର୍କରେ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ
ସ୍କୁଲରେ ପ୍ରାର୍ଥନା ସରୁ ସରୁ ଶ୍ରେଣୀ ଗୃହକୁ ନ ଯାଇ ସମସ୍ତେ ସିଧା ଚାଲି ଯାଇଥିଲେ ବିଧାୟିକାଙ୍କ ଘରକୁ।
Miscellaneous
ପୂର୍ବତନ ‘ଭୁବନେଶ୍ୱର ମଧ୍ୟ’ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ
ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା।
Miscellaneous
ଜାନୁଆରୀ ୧୮ରୁ ହୀରାକୁଦ ଡ୍ୟାମରେ ବିଦେଶୀ ପକ୍ଷୀ ଗଣନା
ବିଗତ ୫ ବର୍ଷ ମଧ୍ୟରେ ପ୍ରତିବର୍ଷ ପକ୍ଷୀଙ୍କ ସଂଖ୍ୟା ବଢିବାରେ ଲାଗିଛି।
Miscellaneous
ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ଭୁବନେଶ୍ୱରରେ ପଥଉତ୍ସବ ସହ ରାତିରେ ଖୋଲା ରହିବ ମାର୍କେଟ
ଜାନୁଆରୀ ୮ରୁ ୧୦ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଆୟୋଜନ ହେବ ପ୍ରବାସୀ ଭାରତୀୟ ଦିବସ। ସମାରୋହ ପାଇଁ ଭୁବନେଶ୍ୱର ସହରର ୫୫ଟି ରାସ୍ତାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି।