Advertisment

ବାଟବଣା ହେଲେ ବିଦେଶୀ ନାଗରିକ, ଆତିଥ୍ୟ ପ୍ରଦାନ କଲେ ସ୍ଥାନୀୟ ଯୁବକ

ଭୁଲ ମ୍ୟାପ୍ ଦେଖି ବାଟବଣା ହେଲେ ଫ୍ରାନ୍ସ ଯୁବକ ମାର୍ସଲ। ଭାରତ ଭ୍ରମଣରେ ଆସିଥିବା ଏହି ବିଦେଶୀ ଯୁବକ ଜଣଙ୍କ ଗୋପାଳପୁର ଯିବା ପରିବର୍ତ୍ତେ ସୋର ସିନ୍ଧୁଆ ଅଞ୍ଚଳକୁ ଚାଲିଆସିଥିଲେ।

Advertisment

ଭୁଲ ମ୍ୟାପ୍ ଦେଖି ବାଟବଣା ହେଲେ ଫ୍ରାନ୍ସ ଯୁବକ ମାର୍ସଲ। ଭାରତ ଭ୍ରମଣରେ ଆସିଥିବା ଏହି ବିଦେଶୀ ଯୁବକ ଜଣଙ୍କ ଗୋପାଳପୁର ଯିବା ପରିବର୍ତ୍ତେ ସୋର ସିନ୍ଧୁଆ ଅଞ୍ଚଳକୁ ଚାଲିଆସିଥିଲେ। ପରେ ସେଠାରେ ସ୍ଥାନୀୟ ଯୁବକମାନେ ସେହି ଫ୍ରାନ୍ସ ଯୁବକଙ୍କୁ ଉଦ୍ଧାର କରିବା ସହ ରହିବା ଓ ଖାଇବା ବ୍ୟବସ୍ଥା କରିଥିଲେ। ତେବେ ସେହି ଫ୍ରାନ୍ସ ଯୁବକଙ୍କୁ ସାହାର୍ଯ୍ୟ କରିଥିବା ସ୍ଥାନୀୟ ଯୁବକମାନଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ଏବଂ ସେ କହିଛନ୍ତି, ଏହି ଯୁବକମାନେ ବହୁତ ଦୟାଳୁ ଓ ସାହାର୍ଯ୍ୟକାରୀ। ମୁଁ ସେମାନଙ୍କୁ ବହୁତ ଭଲପାଏ। ମୁଁ ସେମାନଙ୍କୁ କେବେ ଭୁଲିବିନି।

Advertisment
Balasore Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe