Advertisment

ଫରେଷ୍ଟ ଗାର୍ଡ ହିମାଂଶୁ ମହାନ୍ତଙ୍କୁ ଦିଲ୍ଲୀରେ ସମ୍ବର୍ଦ୍ଧନା

ସିଜିପିପି ତାଙ୍କର କାର୍ଯ୍ୟରେ କେବଳ ଏହି ମହାନ ପ୍ରାଣୀମାନଙ୍କୁ ପୋଚିଂ ଓ ଅନ୍ୟାନ୍ୟ ବିପଦରୁ ରକ୍ଷା କରିବା ନୁହେଁ, ବରଂ ସେମାନଙ୍କ ପାଇଁ ନିରାପଦ ବାସସ୍ଥାନ ଏବଂ ସେମାନଙ୍କ ଅଭିବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା କାର୍ଯ୍ୟରେ ଜଡିତ ଅଛନ୍ତି।

Delhi

Delhi

Advertisment

ବିଶ୍ୱ ବ୍ୟାଘ୍ର ଦିବସରେ ଫରେଷ୍ଟ ଗାର୍ଡ ହିମାଂଶୁ ମହାନ୍ତଙ୍କୁ ଦିଲ୍ଲୀରେ ସମ୍ବର୍ଦ୍ଧନା। ଶ୍ରୀ ମହାନ୍ତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ କାର୍ଯ୍ୟରତ ଅଛନ୍ତି। ଗତ ୨୯ ତାରିଖରେ ନୂଆଦିଲ୍ଲୀଠାରେ ନୂଆଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ମହାନ୍ତଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଛି।

Advertisment

କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପିନ୍ଦର ଯାଦବ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ସିଜିପିପି ତାଙ୍କର କାର୍ଯ୍ୟରେ କେବଳ ଏହି ମହାନ ପ୍ରାଣୀମାନଙ୍କୁ ପୋଚିଂ ଓ ଅନ୍ୟାନ୍ୟ ବିପଦରୁ ରକ୍ଷା କରିବା ନୁହେଁ, ବରଂ ସେମାନଙ୍କ ପାଇଁ ନିରାପଦ ବାସସ୍ଥାନ ଏବଂ ସେମାନଙ୍କ ଅଭିବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା କାର୍ଯ୍ୟରେ ଅଛନ୍ତି। (ଇକୋସିଷ୍ଟମ୍ )ଜୈବ ବିବିଧତା ରକ୍ଷା କରିବା ଏବଂ ବାଘ ପରି ବିଲୁପ୍ତପ୍ରାୟ ପ୍ରଜାତିର ଭବିଷ୍ୟତ ଅଛି ବୋଲି ନିଶ୍ଚିତ କରିବା ପାଇଁ ସେମାନଙ୍କର କାର୍ଯ୍ୟ ଅତ୍ୟନ୍ତ ଜରୁରୀ ଅଟେ ବୋଲି ହିମାଂଶୁ କୁହନ୍ତି।

ରିପୋର୍ଟ- ବାରିପଦା ମାନିକ୍ ଲାଲ୍ ପାଣି

Similipal National Park Tiger
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe