Advertisment

ନିଲମ୍ବିତ ଆଇଆଇସିଙ୍କ ହେବ ପଲିଗ୍ରାଫ୍‌‌ ଟେଷ୍ଟ

ଧଳା ଛିଟା ସାର୍ଟ ସହ କଳା ପ୍ୟାଣ୍ଟ ପିନ୍ଧିଥିବା ଏହି ବ୍ୟକ୍ତି ହେଉଛନ୍ତି ଭରତପୁର ଥାନାର ତତ୍କାଳୀନ ଆଇଆଇସି ଦିନକୃଷ୍ଣ ମିଶ୍ର ।

author-image
Manoj Swain

ଦିନେ କମିଶନରେଟ ପୁଲିସରେ ଦବଦବା ଦେଖାଉଥିଲେ, ଥାନା ଭିତରେ ଓ ବାହାରେ ନିଜ ପତିଆରା ଜାହିର କରୁଥିଲେ ହେଲେ ଏବେ ଟିକେ ଭଲ କରି ଦେଖନ୍ତୁ । ଧଳା ଛିଟା ସାର୍ଟ ସହ କଳା ପ୍ୟାଣ୍ଟ ପିନ୍ଧିଥିବା ଏହି ବ୍ୟକ୍ତି ହେଉଛନ୍ତି ଭରତପୁର ଥାନାର ତତ୍କାଳୀନ ଆଇଆଇସି ଦିନକୃଷ୍ଣ ମିଶ୍ର । କୋର୍ଟ ବାରଣ୍ଡାରେ ଏକୁଟିଆ ବୁଲୁଛନ୍ତି ଯିଏ ଦେଖୁଛି, ସେ କହୁଛି ସବୁ ସମୟର ଖେଳ ।

Advertisment
Odisha