ନାଳ ପାଣି ପିଉଛନ୍ତି ଛାତ୍ରଛାତ୍ରୀ

ସ୍କୁଲରେ ନାହିଁ ନଳକୂପ, ନାଳର ଦୂଷିତ ପାଣି ପିଉଛନ୍ତି କୁନିକୁନି ଛାତ୍ରଛାତ୍ରୀ । ମଧ୍ୟାହ୍ନ ଭୋଜନ ପରେ ସେହି ପାଣିରେ ମୁହଁ ଧୋଇବା ସହ ପାଣି ପିଉଛନ୍ତି।

Manoj Swain
  • Published: Monday, 06 November 2023
  • Updated: 06 November 2023, 04:47 PM IST

Sports

Latest News

ସ୍କୁଲରେ ନାହିଁ ନଳକୂପ, ନାଳର ଦୂଷିତ ପାଣି ପିଉଛନ୍ତି କୁନିକୁନି ଛାତ୍ରଛାତ୍ରୀ । ମଧ୍ୟାହ୍ନ ଭୋଜନ ପରେ ସେହି ପାଣିରେ ମୁହଁ ଧୋଇବା ସହ ପାଣି ପିଉଛନ୍ତି। ଗଜପତି ଜିଲ୍ଲା ମୋହନା ବ୍ଲକ୍ ଦୁର୍ଗମ ମଳାସପଦର୍ ପଞ୍ଚାୟତ ଡିମ୍ବିରିପଙ୍କାଳ ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଏ ଦୃଶ୍ୟ ।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos