ସ୍କୁଲରେ ନାହିଁ ନଳକୂପ, ନାଳ ପାଣି ପିଉଛନ୍ତି ଛାତ୍ରଛାତ୍ରୀ | Odisha Reporter
Advertisment
ସ୍କୁଲରେ ନାହିଁ ନଳକୂପ, ନାଳର ଦୂଷିତ ପାଣି ପିଉଛନ୍ତି କୁନିକୁନି ଛାତ୍ରଛାତ୍ରୀ । ମଧ୍ୟାହ୍ନ ଭୋଜନ ପରେ ସେହି ପାଣିରେ ମୁହଁ ଧୋଇବା ସହ ପାଣି ପିଉଛନ୍ତି। ଗଜପତି ଜିଲ୍ଲା ମୋହନା ବ୍ଲକ୍ ଦୁର୍ଗମ ମଳାସପଦର୍ ପଞ୍ଚାୟତ ଡିମ୍ବିରିପଙ୍କାଳ ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଏ ଦୃଶ୍ୟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us