Advertisment

ନଷ୍ଟ ହୋଇଯିବ କି 52 କୋଟି ଟଙ୍କା ?

ଡ୍ୟାମର ଜଳଧାରଣ କ୍ଷମତା ୩ ହଜାର ୫୨ ଘନଫୁଟ୍ ଥିବା ବେଳେ ସେତେବେଳେ ୭ ହଜାର ୮୫୬ ହେକ୍ଟର ଚାଷଜମିକୁ ଜଳ ଯୋଗାଉଥିଲା। ହେଲେ ଏବେ ତାହା ଟାଙ୍ଗରା ଭୂଇଁରେ ପରିଣତ ହୋଇଛି।

Advertisment

ଦିଗପହଣ୍ଡି ସ୍ଥିତ ଘୋଡାହାଡ ଡ୍ୟାମ୍। ସ୍ଥାନୀୟ ଅଂଚଳରେ ଚାଷୀଙ୍କ ପ୍ରମୁଖ ଲାଇଫଲାଇନ୍। ୧୯୭୮ରେ ତିଆରି ହୋଇଥିବା ଏହି ପ୍ରକଳ୍ପ ଦ୍ବାରା ହଜାର ହଜାର ହେକ୍ଟର ଚାଷଜମିକୁ ଜଳସେଚିତ କରିବାକୁ ଲକ୍ଷ୍ୟ ରଖିଥିଲେ ପୂର୍ବ ସରକାର। ଡ୍ୟାମର ଜଳଧାରଣ କ୍ଷମତା ୩ ହଜାର ୫୨ ଘନଫୁଟ୍ ଥିବା ବେଳେ ସେତେବେଳେ ୭ ହଜାର ୮୫୬ ହେକ୍ଟର ଚାଷଜମିକୁ ଜଳ ଯୋଗାଉଥିଲା। ହେଲେ ଏବେ ତାହା ଟାଙ୍ଗରା ଭୂଇଁରେ ପରିଣତ ହୋଇଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe