Advertisment

ଜାତିସଂଘରେ ଋତୁସ୍ରାବ ଛୁଟି ପାଇଁ ଓଡ଼ିଆ ଝିଅଙ୍କ ନିବେଦନ

ମିଳିତ ଜାତିସଂଘର ସିଭିଲ୍ ସୋସାଇଟି ସମ୍ମିଳନୀରେ ‘ପେଡ୍ ପିରିୟଡ୍ ଲିଭ୍’ ଲାଗୁ କରିବା ପାଇଁ ଭଦ୍ରକ ଜିଲ୍ଲାର ଝିଅ ରଞ୍ଜିତା ନିବେଦନ କରିଛନ୍ତି।

Ranjita

Ranjita

Advertisment

ଜାତିସଂଘରେ ଋତୁସ୍ରାବ ଛୁଟି ପାଇଁ ଓଡ଼ିଆ ଝିଅଙ୍କ ନିବେଦନ। କେନିଆର ନାଇରୋବିରେ ମିଳିତ ଜାତିସଂଘର ନାଗରିକ ସମାଜ ସମ୍ମିଳନୀରେ ଓଡ଼ିଆ ଝିଅ ରଞ୍ଜିତା ପ୍ରିୟଦର୍ଶିନୀ ‘ପେଡ୍ ପିରିଅଡ୍ ଲିଭ୍’ ନେଇ ଉଠାଇଥିବା ପ୍ରସଙ୍ଗ ବିଶ୍ୱବ୍ୟାପୀ ଦୃଷ୍ଟି ଆକର୍ଷଣ କରିଛି।

Advertisment

ମିଳିତ ଜାତିସଂଘର ସିଭିଲ୍ ସୋସାଇଟି ସମ୍ମିଳନୀରେ ‘ପେଡ୍ ପିରିୟଡ୍ ଲିଭ୍’ ଲାଗୁ କରିବା ପାଇଁ ଭଦ୍ରକ ଜିଲ୍ଲାର ଝିଅ ରଞ୍ଜିତା ନିବେଦନ କରିଛନ୍ତି। ବିଶ୍ୱବ୍ୟାପୀ କୋଟି କୋଟି ମହିଳା ନିଜ କର୍ମକ୍ଷେତ୍ରରେ ଋତୁସ୍ରାବ ସମୟରେ ପାଉଥିବା ଶାରୀରିକ ପୀଡ଼ା ଆଉ ଏନେଇ ମହିଳାଙ୍କ ସ୍ୱରକୁ ଶାଣିତ କରିଛନ୍ତି ରଞ୍ଜିତା। ନିରନ୍ତର ଓକିଲାତି ଏବଂ ସହଯୋଗ ମାଧ୍ୟମରେ ଫୁଲରାଣି ଫାଉଣ୍ଡେସନ ଓ ରଞ୍ଜିତା ପ୍ରିୟଦର୍ଶିନୀଙ୍କ ପେଡ୍ ପିରିୟଡ୍ ଲିଭ୍ ବିଷୟକୁ ବିଶ୍ୱସ୍ତରୀୟ ବାର୍ତ୍ତାଳାପର ଅଗ୍ରଭାଗକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି।

Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe