ଗୁଗଲ ମ୍ୟାପ୍ ଉପରେ ଭରସାକୁ ନେଇ ଉଠିଲା ପ୍ରଶ୍ନ

ଜଙ୍ଗଲରେ ସିନା ୫ ସାଙ୍ଗଙ୍କ ଜୀବନ ବଞ୍ଚି ଯାଇଛି, ହେଲେ ଗୁଗୁଲ ମ୍ୟାପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Manoj Swain
  • Published: Tuesday, 02 July 2024
  • Updated: 02 July 2024, 05:00 PM IST

ସପ୍ତଶଯ୍ୟାରେ ବାଟବଣା କରିଦେଲା ଗୁଗୁଲ୍‌ ମ୍ୟାପ୍‌। ଯେଉଁଥିପାଇଁ ଘଞ୍ଚ ଜଙ୍ଗଲରେ ଘୂରି ବୁଲିଲେ ୫ ସାଙ୍ଗ। ସକାଳ ଯାଇ ଦିନ ଗଲା। ତା’ପରେ ରାତି ଆସିଲା। ହେଲେ ଫେରିବାର ରାସ୍ତା ପାଇଲେ ନାହିଁ। ଶେଷରେ ଢେଙ୍କାନାଳ ପୁଲିସ୍‌ର ସହାୟତା ମାଗିଲେ। ବନ ବିଭାଗ ସହାୟତାରେ ପୁଲିସ୍‌ ୫ ସାଙ୍ଗଙ୍କୁ ଘଞ୍ଚ ଜଙ୍ଗଲରୁ ସୁରକ୍ଷିତ ଉଦ୍ଧାର କରିଛି। ଜଙ୍ଗଲରେ ସିନା ୫ ସାଙ୍ଗଙ୍କ ଜୀବନ ବଞ୍ଚି ଯାଇଛି, ହେଲେ ଗୁଗୁଲ ମ୍ୟାପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos