ଜମି ହାତେଇବାରେ ଅଛନ୍ତି ଆଇଏଏସ୍ | Odisha Reporter
ପାତ୍ରପଡ଼ାରେ ସରକାରୀ ଜମିକୁ ଆଇପିଏସ୍-ଆଇଏଏସ୍ କିଣି ନେବା ପ୍ରସଙ୍ଗ। କେବଳ 4 ଆଇପିଏସ୍ ନୁହନ୍ତି ପଦାକୁ ଆସିଲା ଆଉ ଜଣେ ଆଇଏଏସଙ୍କ ନାଁ। ଜିଏ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର 2010ରେ କିଣିଥିଲେ ଜମି। 108 ଡେସିମିଲ ଜମିକୁ ମାତ୍ର 10 ଲକ୍ଷ ଟଙ୍କାରେ କିଣିଥିଲେ ସୁରେନ୍ଦ୍ର କୁମାର। ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
