ଜମି ହାତେଇବାରେ ଅଛନ୍ତି ଆଇଏଏସ୍

  • Published: Tuesday, 02 July 2024
  • , Updated: 02 July 2024, 05:55 PM IST

ପାତ୍ରପଡ଼ାରେ ସରକାରୀ ଜମିକୁ ଆଇପିଏସ୍-ଆଇଏଏସ୍ କିଣି ନେବା ପ୍ରସଙ୍ଗ। କେବଳ 4 ଆଇପିଏସ୍ ନୁହନ୍ତି ପଦାକୁ ଆସିଲା ଆଉ ଜଣେ ଆଇଏଏସଙ୍କ ନାଁ। ଜିଏ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର 2010ରେ କିଣିଥିଲେ ଜମି। 108 ଡେସିମିଲ ଜମିକୁ ମାତ୍ର 10 ଲକ୍ଷ ଟଙ୍କାରେ କିଣିଥିଲେ ସୁରେନ୍ଦ୍ର କୁମାର। ଦେଖନ୍ତୁ ପୂରା ରିପୋର୍ଟ ।

Related story