Advertisment

ଅରୁଣ ଷଢ଼ଙ୍ଗୀଙ୍କୁ ଭାବବିହ୍ୱଳ ବିଦାୟ

ଗତକାଲି ସେ ପୁଲିସ ଚାକିରିରୁ ଅବସର ନେଇଥିଲେ।

author-image
Manoj Swain

ବିଦାୟକାଳୀନ ସମ୍ବର୍ଦ୍ଧନା ବେଳେ ପୂର୍ବତନ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କୁ କାନ୍ଧରେ ବସାଇ ବୁଲାଇଲେ ପୁଲିସ କର୍ମଚାରୀ। ପରେ ସେ ଭାବବିହ୍ୱଳ ହୋଇଥିଲେ। ଦେଖନ୍ତୁ ସେହି ବେଳର ଦୃଶ୍ୟ...

Advertisment
Odisha Ips