ଗୁରୁଚରଣ ଦାସ ୱାଟକୋ ପରିଚାଳନା ନିର୍ଦ୍ଦେଶକ

ଗୁରୁଚରଣ ଦାସଙ୍କୁ ଏବେ ୱାଟକୋରେ ଭୁବନେଶ୍ୱର ଡିଭିଜନ-୨ର ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି ।

Unnati Bhaban

ସରକାରୀ ଚାକିରିରୁ ଅବସର ପରେ ମଧ୍ୟ ୱାଟକୋ ସିଇଓ ଭାବେ କାର୍ଯ୍ୟ ଜାରି ରଖିଥିବା ପ୍ରଦୀପ୍ତ କୁମାର ସ୍ୱାଇଁଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ବୃଦ୍ଧି ନକରିବା ପରେ ଏହି ପଦବୀ ଖାଲି ପଡ଼ିଥିଲା ।

Ordigital Desk
  • Published: Wednesday, 18 September 2024
  • Updated: 18 September 2024, 07:54 PM IST

Sports

Latest News

ଓଡ଼ିଶା ଜଳ ନିଗମ(ୱାଟକୋ)ର ପରିଚାଳନା ନିର୍ଦ୍ଦେଶକ ଭାବେ ଇଞ୍ଜିନିୟର ଗୁରୁଚରଣ ଦାସଙ୍କୁ ନିଯୁକ୍ତି ମିଳିଛି । ସେ ଏବେ ୱାଟକୋରେ ଭୁବନେଶ୍ୱର ଡିଭିଜନ-୨ର ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି ।

Also Read

ଆଜି ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ତଥା ଏବେ ୱାଟକୋ ଡିଭିଜନ-୨ର ଜେନେରାଲ ମ୍ୟାନେଜର ଗୁରୁଚରଣ ଦାସଙ୍କୁ ୱାଟକୋ ପରିଚାଳନା ନିର୍ଦ୍ଦେଶକ ଭାବେ ତତ୍କାଳ ପ୍ରଭାବରୁ ନିଯୁକ୍ତି ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story