Advertisment

ହାଇକୋର୍ଟଙ୍କ ଅର୍ଡର, ଅଭିଯୁକ୍ତ ଲଗାଇବ 200 ଆମ୍ବ ଓ ତେନ୍ତୁଳି ଗଛ

ଅଭିଯୁକ୍ତର ନିଜ ଗାଁ ଅମ୍ପାନୀ ଥାନା ଅନ୍ତର୍ଗତ ରେଇଁଗୁଡା ଗାଁ ଆଖପାଖରେ ଆମ୍ବ ଏବଂ ତେନ୍ତୁଳି ଗଛ ଲଗାଇବାକୁ କୋର୍ଟ ସର୍ତ୍ତରେ ସ୍ପଷ୍ଟ କରିଛନ୍ତି।

Advertisment

ନାବାଳିକା ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତକୁ ଏକ ନିଆରା ସର୍ତ୍ତ ରଖିଛନ୍ତି ହାଇକାର୍ଟ। ଆସନ୍ତା ବର୍ଷର ଋତୁ ଆରମ୍ଭରୁ 200 ଆମ୍ବ ଓ ତେନ୍ତୁଳି ଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କଳାହାଣ୍ଡି ଜିଲ୍ଲା କୋକସରା ଥାନାରେ ରୁଜୁ ହୋଇଥିବା ନାବାଳିକା ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ କାର୍ତ୍ତିକ ମାଝୀ ଓରଫ ବଦ୍ରୀନାଥର ଜାମିନରେ ଏଭଳି ସର୍ତ୍ତ ରଖିଛନ୍ତି ଜଜ୍ । ଅଭିଯୁକ୍ତର ନିଜ ଗାଁ ଅମ୍ପାନୀ ଥାନା ଅନ୍ତର୍ଗତ ରେଇଁଗୁଡା ଗାଁ ଆଖପାଖରେ ଆମ୍ବ ଏବଂ ତେନ୍ତୁଳି ଗଛ ଲଗାଇବାକୁ କୋର୍ଟ ସର୍ତ୍ତରେ ସ୍ପଷ୍ଟ କରିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
High Court Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe