Advertisment

'ମଦୁଆଙ୍କର ହେଉ ସ୍ୱାସ୍ଥ୍ୟବୀମା'

ସରକାର ମଦରୁ ଅଧିକ ରାଜସ୍ୱ ପାଉଛନ୍ତି ଏଣୁ ମଦୁଆଙ୍କ ପାଇଁ ସ୍ୱାସ୍ଥ୍ୟବୀମା ହେଉ: ବିଜେଡି ବିଧାୟକ

author-image
Manoj Swain

ମଦୁଆଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତାବ୍ୟକ୍ତ କଲେ ବିଜେଡି ବିଧାୟକ। ମଦ ବନ୍ଦ କରାଯାଉ ନହେଲେ ମଦୁଆଙ୍କୁ ବୀମାଭୁକ୍ତ କରାଯାଉ। ସରକାର ମଦରୁ ଅଧିକ ରାଜସ୍ୱ ପାଉଛନ୍ତି ଏଣୁ ମଦୁଆଙ୍କ ପାଇଁ ସ୍ୱାସ୍ଥ୍ୟବୀମା ହେଉ । ଏପରିକି ଦୁର୍ଘଟଣାରେ ଶୀକାର ହେଉଥିବାରୁ ସେମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା କରିବାକୁ ଦାବି କରିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Sanatan Mahakud