Advertisment

ଆପାର୍ଟମେଣ୍ଟ ଦେଖି ମନ ହୋଇଗଲା ଚୁରମାର !

ସ୍ୱପ୍ନ ଦୁନିଆରେ ଘୂରି ବୁଲୁଥିଲେ ବସ୍ତି ବାସିନ୍ଦା। ଭାବିଥିଲେ, ଆପାର୍ଟମେଣ୍ଟରେ ଘର ମିଳିବ ଆଉ ଦୁଃଖ ଦିନ ସବୁ ସରିଯିବ। ହେଲେ...

author-image
Manoj Swain

ସ୍ୱପ୍ନ ଦୁନିଆରେ ଘୂରି ବୁଲୁଥିଲେ ବସ୍ତି ବାସିନ୍ଦା। ଭାବିଥିଲେ, ଆପାର୍ଟମେଣ୍ଟରେ ଘର ମିଳିବ ଆଉ ଦୁଃଖ ଦିନ ସବୁ ସରିଯିବ। ସେଥିପାଇଁ ଆଖିରୁ ନିଦ ହଜିଯାଇଥିଲା। ଯେତେବେଳେ ଚକାଚକ୍‌ ଘରେ ରହିବାକୁ ଆସବାପତ୍ର ନେଇ ପହଞ୍ଚିଗଲେ, ସେତେବେଳେ ଘରର ଭିତର ଦେଖି ସବୁ ଖୁସି ଯେମିତି ପାଣି ଫାଟିଗଲା।

Advertisment
Bhubaneswar Slum Odisha Apartment