ଗଳାବାଟ ଖୋଜୁଛନ୍ତି ବାଂଲାଦେଶୀ କେମିତି ମୁକାବିଲା କରିବ ପୁଲିସ | Odisha Reporter
ବାଂଲାଦେଶର ଘଟଣା ପରେ ବଢିଗଲାଣି ଚିନ୍ତା। ତଟ ସୁରକ୍ଷା ପାଇଁ ବୋର୍ଟ ନାହିଁ କି ଅତ୍ୟାଧୁନି ଅସ୍ତ୍ରଶସ୍ତ୍ର ନାହିଁ । ସାମୁଦ୍ରିକ ଥାନାରେ ବି ଆଶ୍ୟକୀୟ ସୁରକ୍ଷୀ କର୍ମୀ ନାହାଁନ୍ତି । ଓଡ଼ିଶା ଆସିବା ପାଇଁ ଗଳାବାଟ ଖୋଜୁଛନ୍ତି ବାଂଲାଦେଶୀ, ଯଦି ଢ଼ିଲା ହେଲା ସୁରକ୍ଷା ବ୍ୟବସ୍ଥା ତେବେ କଥା ସରିଲା । ଇଏ ହେଉଛି ଓଡ଼ିଶା-ପଶ୍ଚିମବଙ୍ଗ ସୀମା। ଯେଉଁଠି ଜଳପଥ ଦେଇ ସହଜରେ ପ୍ରବେଶ କରିପାରିବେ ବାଂଲାଦେଶୀ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
