ଗଳାବାଟ ଖୋଜୁଛନ୍ତି ବାଂଲାଦେଶୀ, ଆଲର୍ଟ ମୋଡ଼ରେ ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲା

  • Published: Sunday, 11 August 2024
  • , Updated: 11 August 2024, 04:55 PM IST

ବାଂଲାଦେଶର ଘଟଣା ପରେ ବଢିଗଲାଣି ଚିନ୍ତା। ତଟ ସୁରକ୍ଷା ପାଇଁ ବୋର୍ଟ ନାହିଁ କି ଅତ୍ୟାଧୁନି ଅସ୍ତ୍ରଶସ୍ତ୍ର ନାହିଁ । ସାମୁଦ୍ରିକ ଥାନାରେ ବି ଆଶ୍ୟକୀୟ ସୁରକ୍ଷୀ କର୍ମୀ ନାହାଁନ୍ତି । ଓଡ଼ିଶା ଆସିବା ପାଇଁ ଗଳାବାଟ ଖୋଜୁଛନ୍ତି ବାଂଲାଦେଶୀ, ଯଦି ଢ଼ିଲା ହେଲା ସୁରକ୍ଷା ବ୍ୟବସ୍ଥା ତେବେ କଥା ସରିଲା । ଇଏ ହେଉଛି ଓଡ଼ିଶା-ପଶ୍ଚିମବଙ୍ଗ ସୀମା। ଯେଉଁଠି ଜଳପଥ ଦେଇ ସହଜରେ ପ୍ରବେଶ କରିପାରିବେ ବାଂଲାଦେଶୀ। ଦେଖନ୍ତୁ ପୂରା ରିପୋର୍ଟ। 

Related story