ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାରେ ASIକୁ ଲାଗିଛି ଝଟକା। ASI ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ। ଦାଖଲ ସତ୍ୟପାଠକୁ ଅସମ୍ପୂର୍ଣ୍ଣ ଦର୍ଶାଇ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ।
Also Read
ହାଇକୋର୍ଟଙ୍କ ଅଗ୍ରାହ୍ୟ ପରେ ସତ୍ୟପାଠ ଫେରାଇ ନେଇଛନ୍ତି ASI କର୍ତ୍ତୃପକ୍ଷ। ଏହି ମାମଲାରେ ବିସ୍ତୃତ ଭାବେ ସାନି ସତ୍ୟପାଠ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୫ ତାରିଖରେ କରାଯିବ। ଏଏସ୍ଆଇ ଏବେ ଶ୍ରୀମନ୍ଦିର ଜଗମୋହନର ମରାମତି କାମ କରୁଛି। ୨୦୧୭ ମସିହାରୁ ଏଯାବତ କଣ ସବୁ ମରାମତି ହୋଇଛି, ସେ ସଂପର୍କରେ କୋର୍ଟ ଜାଣିବାକୁ ଚାହିଁଥିଲେ। ତେବେ ସତ୍ୟପାଠରେ ତଥ୍ୟ ଅସମ୍ପୂର୍ଣ୍ଣ ଥିବାରୁ ଏଏସଆଇ କର୍ତ୍ତୃପକ୍ଷ ପୁଣି ଥରେ ସତ୍ୟପାଠ ଜରିଆରେ ସମ୍ପୂର୍ଣ୍ଣ ତଥ୍ୟ ରଖିବେ ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
କିଏ ଏହି ଶାନ୍ତନୁ ନାଇଡୁ ?
ରତନ ଟାଟାଙ୍କ ନାଁ ସାମ୍ନାକୁ ଆସିଲେ, ତାଙ୍କ ସହ ଥିବା ଏହି ଯୁବକଙ୍କ ଚେହେରା ବି ସାମ୍ନାକୁ ଆସିଥାଏ।
Miscellaneous
ପୂଜା ମଣ୍ଡପମାନଙ୍କୁ ବଡ଼ ଭେଟି; ଭଡ଼ା ଛାଡ଼ କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟର ସବୁ ଦୁର୍ଗା ପୂଜା ପେଣ୍ଡାଲର ସରକାରୀ ଭଡ଼ା ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
Miscellaneous
ରାଜୁଆ ନଦୀରେ ବୁଲୁଛି କୁମ୍ଭୀର; ଲୋକେ ଆତଙ୍କିତ
କୁମ୍ଭୀର ଥିବା ଜାଣିବା ପରେ ଗ୍ରାମବାସୀ ନଦୀ ଯିବାକୁ ଭୟ କରୁଛନ୍ତି।