Advertisment

ASI ସତ୍ୟପାଠକୁ ଅଗ୍ରାହ୍ୟ କଲେ ହାଇକୋର୍ଟ

ହାଇକୋର୍ଟଙ୍କ ଅଗ୍ରାହ୍ୟ ପରେ ସତ୍ୟପାଠ ଫେରାଇ ନେଇଛନ୍ତି ASI କର୍ତ୍ତୃପକ୍ଷ। ଏହି ମାମଲାରେ ବିସ୍ତୃତ ଭାବେ ସାନି ସତ୍ୟପାଠ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୫ ତାରିଖରେ କରାଯିବ।

High Court

High Court

Advertisment

ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାରେ ASIକୁ ଲାଗିଛି ଝଟକା। ASI ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ। ଦାଖଲ ସତ୍ୟପାଠକୁ ଅସମ୍ପୂର୍ଣ୍ଣ ଦର୍ଶାଇ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ।

Advertisment

ହାଇକୋର୍ଟଙ୍କ ଅଗ୍ରାହ୍ୟ ପରେ ସତ୍ୟପାଠ ଫେରାଇ ନେଇଛନ୍ତି ASI କର୍ତ୍ତୃପକ୍ଷ। ଏହି ମାମଲାରେ ବିସ୍ତୃତ ଭାବେ ସାନି ସତ୍ୟପାଠ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୫ ତାରିଖରେ କରାଯିବ। ଏଏସ୍‌ଆଇ ଏବେ ଶ୍ରୀମନ୍ଦିର ଜଗମୋହନର ମରାମତି କାମ କରୁଛି। ୨୦୧୭ ମସିହାରୁ ଏଯାବତ କଣ ସବୁ ମରାମତି ହୋଇଛି, ସେ ସଂପର୍କରେ କୋର୍ଟ ଜାଣିବାକୁ ଚାହିଁଥିଲେ। ତେବେ ସତ୍ୟପାଠରେ ତଥ୍ୟ ଅସମ୍ପୂର୍ଣ୍ଣ ଥିବାରୁ ଏଏସଆଇ କର୍ତ୍ତୃପକ୍ଷ ପୁଣି ଥରେ ସତ୍ୟପାଠ ଜରିଆରେ ସମ୍ପୂର୍ଣ୍ଣ ତଥ୍ୟ ରଖିବେ ବୋଲି ଜଣାପଡ଼ିଛି।

Puri Shreemandir ASI High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe