ଗତକାଲି ରାଜଧାନୀ ଭୁବନେଶ୍ୱରର ବିଚ୍ ରାସ୍ତାରେ ଜଣେ ମହିଳା ହାଇଡ୍ରାମା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍କୁ ପଶି ଆସିଲେ। ଆଉ ପ୍ରତିବାଦ କରିଥିଲେ। ତେବେ ପ୍ରତିବାଦ କରିଥିବା ମହିଳା କିଏ ଓ କ’ଣ ପାଇଁ କାର୍କେଡ୍କୁ ପଶି ଆସିଲେ, ତାହା ଜଣାପଡ଼ି ନାହିଁ। ତେବେ ଶୁଣିବାକୁ ମିଳୁଛି, ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୁଲିସ୍ ଟ୍ରାଫିକ୍ ଅଟକାଇଥିଲା। ଯେଉଁଥିପାଇଁ ମହିଳା ଜଣକ ରାଗି ଯାଇଥିଲେ ଓ କାର୍କେଡ୍ ଆଗକୁ ଆସି ପ୍ରତିବାଦ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଓଡ଼ିଶାରେ ପହଞ୍ଚିଲେ ମୋଦି, ‘ସୁଭଦ୍ରା’ ଯୋଜନାର କରିବେ ଶୁଭାରମ୍ଭ
ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି। ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି ।
Miscellaneous
ଫୁଲୁଛି ସୁବର୍ଣ୍ଣରେଖା; ଭାଙ୍ଗିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍
ସ୍ଲୁଇସ୍ ଗେଟ୍ ଭାଙ୍ଗିଯିବା ଯୋଗୁ ହଜାର ହେକ୍ଟର ଚାଷ ଜମିରେ ପାଣି ମାଡ଼ିଯାଇଛି।
Miscellaneous
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସ୍କାନରରେ ରାଜଧାନୀ, ଜଗିଛନ୍ତି ୮୧ ପ୍ଲାଟୁନ୍ ଫୋର୍ସ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବଳୟରେ ରାଜଧାନୀ । ରାଜଧାନୀ ଭୁବନେଶ୍ୱର ଏକ ପ୍ରକାର ପୁଲିସ୍ ଛାଉଣିରେ ପରିଣତ ହୋଇ ଯାଇଛି।
Miscellaneous
ଆଜି ଆସୁଛନ୍ତି ମୋଦି, କରିବେ ‘ସୁଭଦ୍ରା’ର ଶୁଭାରମ୍ଭ
ଆଜି ନିଜ ଜନ୍ମଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।
Miscellaneous
ଆସନ୍ତାକାଲି ସବୁ ବ୍ଲକରେ ସୁଭଦ୍ରା ସଭା: ଖର୍ଚ୍ଚ ପାଇଁ ଦେଲେ ୫ଲକ୍ଷ ଟଙ୍କା
ବ୍ଲକସ୍ତରରେ ‘ସୁଭଦ୍ରା ଯୋଜନା’ର ଲୋକାର୍ପଣ କାର୍ଯ୍ୟକ୍ରମର ଆୟୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏସଏଚଜି ମହିଳା ସଦସ୍ୟା,ଆଶା କର୍ମୀ, ସୁଭଦ୍ରା ହିତାଧିକାରୀ ଓ ପଂଚାୟତ ନିର୍ବାଚିତ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଏହି ସଭା କରିବାକୁ ବିଡିଓମାନଙ୍କୁ କୁହାଯାଇଛି ।